Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ସାଧାରଣତନ୍ତ୍ର ଦିବସ ପରେଡରୁ ବାଦ ପଡିଲା ଓଡ଼ିଶାର ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ : ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ୨୦୨୫ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ମନୋନୀତ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଜ୍ଞାପନ ମେଢଗୁଡିକ ହେଲା ବିହାର, ଚଣ୍ଡିଗଡ, ଆନ୍ଧ୍ରପ୍ରଦେଶ, ଗୋଆ, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୁଜରାଟ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ହରିୟାଣା ଏବଂ ଦାଦ୍ରା, ନଗର ହାବେଳି ଓ ଡାମନ ଡିୟୁ। ଓଡ଼ିଶାର ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହେବାକୁ ମନୋନୀତ ହୋଇପାରି ନାହିଁ। ଏପରିକି ଦିଲ୍ଲୀ ସରକାରଙ୍କ ପ୍ରଜ୍ଞାପନ ମେଢ ମଧ୍ୟ ଏହି ମନୋନୟନରୁ ବାଦ୍‌ ପଡିଛି।

Show More

Related Articles

Back to top button