Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଚିହ୍ନଟ ହେଲେ ୧୭୧ ନୂଆ କରୋନା ଆକ୍ରାନ୍ତ

ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ଚିହ୍ନଟ ହୋଇଛନ୍ତି ୧୭୧ ନୂଆ କରୋନା ଆକ୍ରାନ୍ତ । ସେଥି ମଧ୍ୟରେ ୦-୧୮ ବର୍ଷ ଭିତରେ ରହିଛନ୍ତି ୩୪ ଜଣ ଛୁଆ । ନୂଆ ଆକ୍ରନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୮ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୭୩ ।

ସେହିପରି ୧୭୧ ନୂଆ କରୋନା ଆକ୍ରାନ୍ତ ଭିତରୁ ଅନୁଗୁଳରୁ ୧, ବାଲେଶ୍ୱରରୁ ୫, ବରଗଡରୁ ୧, ବୌଦ୍ଧରୁ ୩, କଟକରୁ ୧୦, ଢେଙ୍କାନାଳରୁ ୧, ଗଜପତିରୁ ୨, ଗଞ୍ଜାମରୁ ୭, ଜଗତସିଂହପୁରରୁ ୧, ଯାଜପୁରରୁ ୭, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୭୬, ମୟୁରଭଞ୍ଜରୁ ୫, ପୁରୀରୁ ୫, ରାୟଗଡାରୁ ୧, ‌ସମ୍ବଲପୁରରୁ ୧୩, ସୋନପୁରରୁ ୧, ସୁନ୍ଦରଗଡରୁ ୫ ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button