ଓଡ଼ିଶା

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ ଗେଟ୍‌ ନିକଟରେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌

ଆରୋହୀ ମୃତ

ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ । ଷ୍ଟିଲ ପ୍ଲାଣ୍ଟ ତାରାପୁର ଗେଟ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା । ମୃତକ ତାରାପୁର ଗେଟ ଅଟୋ କଲୋନୀର ଆପଦ୍ୟ ଜେନା ।

ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରାଯାଇଥିବା ବେଳେ ଗାଡ଼ ଚାଳକ ଫେରାର ହୋଇଯାଇଛି । ଟାଙ୍ଗରପାଲି ପୋଲିସ ଏହି ଦୁର୍ଘଟଣା ନେଇ ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button