Breaking PLUSଓଡ଼ିଶାମୁଖ୍ୟ ଖବର

ଖୁଡ଼ୁବି ଛକ ନିକଟରେ ଦଂପତିଙ୍କୁ ଆକ୍ରମଣ

ନନ୍ଦପୁର ଥାନା ଅନ୍ତର୍ଗତ ଖୁଡ଼ୁବି ଛକ ନିକଟରେ ଦଂପତିଙ୍କୁ ଆକ୍ରମଣ ହୋଇଛି। ଏଥିସହିତ ସ୍ବାମୀଙ୍କୁ ଗଛରେ ବାନ୍ଧି ତାଙ୍କ ସମ୍ମୁଖରେ ସ୍ତ୍ରୀକୁ ହତ୍ୟା କରାଯାଇଛି। ମୃତ ମହିଳା ଲମତାପୁଟ ବ୍ଲକର କୁମ୍ଭାରଗନ୍ଧଣା ପଞ୍ଚାୟତ ଅନ୍ତର୍ଗତ ହାରିଆମୁଣ୍ଡା ଗ୍ରାମର ମହେନ୍ଦ୍ର ଖରାଙ୍କ ପତ୍ନୀ ସାବି ଖରା (୨୧) ବୋଲି ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Show More

Related Articles

Back to top button