Breaking PLUSଓଡ଼ିଶାମୁଖ୍ୟ ଖବର

ନନ୍ଦନକାନନ- ସମ୍ବଲପୁର ଚିଡିଆଖାନା ମଧ୍ୟରେ ବନ୍ୟପ୍ରାଣୀ ଆଦାନପ୍ରଦାନ

ଭୁବନେଶ୍ୱର, 5, ଡିସେମ୍ବର – ନନ୍ଦନକାନନ ଓ ସମ୍ବଲପୁର ଚିଡିଆଖାନା ମଧ୍ୟରେ ବନ୍ୟାପ୍ରାଣୀ ଆଦାନ ପ୍ରଦାନ ହୋଇଛି। ଏହି କ୍ରମରେ ନନ୍ଦନକାନନରୁ ସମ୍ବଲପୁର ଚିଡିଆଖାନାକୁ ୬ କୃଷ୍ଣସାର ମୃଗ ପଠାଯାଇଛି । ସେହିପରି ସମ୍ବଲପୁର ଚିଡିଆଖାନାରୁ ୯ ଚଉସିଂଘା ନନ୍ଦନକାନନ ଅଣାଯାଇଛି । ଏମାନେ ଗୋଟିଏ ମାସ ପର୍ଯ୍ୟନ୍ତ କ୍ବାରେଣ୍ଟିନରେ ରହିବା ପରେ ପର୍ଯ୍ୟଟକ ଦେଖିପାରିବେ । କ୍ବାରେଣ୍ଟିନ ସମୟରେ ୨୪ ଘଣ୍ଟା ଏମାନଙ୍କ ସ୍ଵାସ୍ଥ୍ୟ ଉପରେ ନଜର ରଖିବ ହୀରାକୁଦ ବନ୍ୟାପ୍ରାଣୀ ଡିଭିଜିନ ।

Show More

Related Articles

Back to top button