Breaking PLUSଓଡ଼ିଶାମୁଖ୍ୟ ଖବର

ପୋଡିଯାଇଛି ନବଙ୍କ ରକ୍ତ ଭିଜା ସାର୍ଟ

ଭୁବନେଶ୍ୱର- ନବ ଦାସ ହତ୍ୟା ଘଟଣା ।  ନବଙ୍କ ରକ୍ତ ଭିଜା ସାର୍ଟକୁ ନେଇ ନୂଆ ତଥ୍ୟ  । ଭୁବନେଶ୍ବରର ଏକ ହସ୍ପିଟାଲରେ ନବଙ୍କ ସାର୍ଟ ପୋଡ଼ି ଦିଆଯାଇଥିବା ସୂଚନା ମିଳିଛି । କୋଭିଡ୍‌ ପ୍ରୋଟୋକଲ୍‌ ଅନୁସାରେ ସାର୍ଟ ଓ ପ୍ୟାଣ୍ଟ ପୋଡ଼ି ଦିଆଯାଇଛି  । କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ନବଙ୍କ ସାର୍ଟ ପୋଡ଼ି ଦିଆଯାଇଥିବା ସୂଚନା ମିଳିଛି । ସାର୍ଟ ପୋଡ଼ିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି  । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କୋର୍ଟରେ ଦାଖଲ କରାଯାଇଛି  ।କାହା ଅନୁମତିରେ ହସ୍ପିଟାଲ କର୍ତ୍ତୃପକ୍ଷ ସାର୍ଟ ପୋଡ଼ିଲେ ଉଠିଛି ପ୍ରଶ୍ନ ।

Show More

Related Articles

Back to top button