Breaking PLUSଓଡ଼ିଶାମୁଖ୍ୟ ଖବର
ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା, ଆଉଜଣଙ୍କୁ ପଚରାଉଚରା

ଭୁବନେଶ୍ୱର- ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା । ଝାରସୁଗୁଡ଼ା ଥାନାରେ ପୁଣି ଆଉ ଜଣଙ୍କୁ ପଚରାଉଚରା କଲା ପୋଲିସ । ୟ-ପଚରାଉଚରା କରୁଛନ୍ତି ଅତିରିକ୍ତ ଏସ୍ପି ଓ ଥାନା ଅଧିକାରୀ । ପୂର୍ବରୁ ଦୁଇ ଜଣଙ୍କୁ ଥାନାକୁ ଡାକି ଜେରା କରିଥିଲେ IO ।