Breaking PLUSଓଡ଼ିଶାମୁଖ୍ୟ ଖବର

ମୁରିବାହାଲ ଥାନା ଅଞ୍ଚଳରେ ଶିଶୁ ଚାଲାଣ ଅଭିଯୋଗ

ବଲାଙ୍ଗିର: ମୁରିବାହାଲ ଥାନା ଅଞ୍ଚଳରେ ଶିଶୁ ଚାଲାଣ ଅଭିଯୋଗ ହୋଇଛି । ଛତିଶଗଡ଼ ଦୁର୍ଗରୁ ଶିଶୁକୁ ଉଦ୍ଧାର କଲା ବଲାଙ୍ଗିର ପୋଲିସ । ମୁରିବାହାଲର ମହିଳା ଜଣଙ୍କ ଯାଆଁଳା ଶିଶୁ ଜନ୍ମ ଦେଇଥିଲେ  । ଅଭାବରୁ ଜଣେ ଶିଶୁକୁ ପାଳନପୋଷଣ ପାଇଁ ଅନ୍ୟ ଜଣଙ୍କୁ ଦେଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଶିଶୁଟିକୁ ଚାଲାଣ କରୁଥିବା ଅଭିଯୋଗ କରିଥିଲେ  । ରାତାରାତି ଛତିଶଗଡ଼କୁ ଯାଇ ଶିଶୁକୁ ଉଦ୍ଧାର କଲା ପୋଲିସ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button