Breaking PLUSଓଡ଼ିଶାମୁଖ୍ୟ ଖବର

ଗୁଣି ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା

ସୁକମାରେ ଚାଞ୍ଚଲ୍ୟ । ଗୁଣି ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ।ଛତିଶଗଡ଼ ସୁକମା ଜିଲ୍ଲା ଇଟାଲ ଗାଁରେ ଗଣହତ୍ୟା । ମୃତକଙ୍କ ମଧ୍ୟରେ ୩ ମହିଳା ଓ ୨ ପୁରୁଷ ଥିବା ସୂଚନା ମିଳିଛି । ୫ ଅଭିଯୁକ୍ତଙ୍କୁ ଗିରଫ କଲା କୋଣ୍ଟା ଥାନା ପୋଲିସ ।

Show More

Related Articles

Back to top button