ଦେଶସ୍ୱତନ୍ତ୍ର

ଅକ୍ଟୋବର୧୮ରେ ୬ଘଣ୍ଟା ପାଇଁ ମୁମ୍ବାଇ ଏୟାରପୋର୍ଟ ବନ୍ଦ୍,ସ୍ଥଗିତ ରହିବ ବିମାନ ଚଳାଚଳ

ଆସନ୍ତା ଅକ୍ଟୋବର୧୮ରେ ୬ଘଣ୍ଟା ପାଇଁ ବନ୍ଦ୍ ରହିବ ମୁମ୍ବାଇ ଏୟାରପୋର୍ଟ । କାରଣ ଏହିଦିନ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ । ଏନେଇ ଅଦାନୀ ଗ୍ରୁପ ପକ୍ଷରୁ ସୂଚନା ମିଳିଛି

ସେହିପରି ଆଜି ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ ପକ୍ଷରୁପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର ୧୮ ତାରିଖରେ ସକାଳ ୧୧ ଟାରୁ ୫ଟା ପର୍ଯ୍ୟନ୍ତ ରନୱେ-୧୪/୩୨ ଏବଂ ୯/୨୭ ବନ୍ଦ ରହିବ। ଆର୍ଥତ୍‌ ୬ଘଣ୍ଟା ପାଇଁ ବିମାନ ଚଳାଚଳ ସମ୍ପୂର୍ଣ୍ଣ ସ୍ଥଗିତ ରହିବ।

Show More

Related Articles

Back to top button