Breaking PLUSଓଡ଼ିଶାମୁଖ୍ୟ ଖବର

ମାଡ ମାରିଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ

କଟକ : ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ନେମାଳ ଗସ୍ତ ସମୟରେ ବିଜେପିର ଜଣେ କର୍ମୀ ମନ୍ତ୍ରୀଙ୍କ ସହ ଫଟୋ ଉଠାଇବାକୁ ଉଦ୍ୟମ କରୁଥିବାବେଳେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ତାଙ୍କୁ ଠେଲାପେଲା ଓ ମାଡ଼ ମାରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଏପରିକି କଟକ ସଦର ବିଧାୟକଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପିଏସଓଙ୍କୁ ମଧ୍ୟ ସେ ଠେଲାପେଲା କରିଥିବା ଦେଖିବାକୁ ମିଳିଛି। ଜଣେ ଲୋକ ପ୍ରତିନିଧି ହୋଇ ତାଙ୍କର ଏଭଳି ଆଚରଣକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

Show More

Related Articles

Back to top button