Breaking PLUSଓଡ଼ିଶାମୁଖ୍ୟ ଖବର
ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ବଲାଙ୍ଗିର: ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ତୁଷୁରା ଗାଁର ନିଖୋଜ ଯୁବକଙ୍କ ମୃତଦେହ ତେଲ୍ ନଦୀରୁ ମିଳିଲା । ନଦୀ ନିକଟରେ ସାଇକେଲ ରହିଛି । ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଛି । ଯୁବକ ଜଣଙ୍କ ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ ।