Breaking PLUSଓଡ଼ିଶାମୁଖ୍ୟ ଖବର

ଜାଳିଦେଳେ ଜେସିବି

ଭଦ୍ରକ- ଜାଳିଦେଲେ ଜେସିବି । ଜିଲ୍ଲାପାଳଙ୍କ ଜନ ଶୁଣାଣିରେ କୋଇଲା ଚୋରା ଚାଲାଣକୁ ଵିରୋଧ କରି ଆକ୍ରୋଶର ଶୀକାର ହୋଇଛନ୍ତି ଦିଲ୍ଲୀପ କୁମାର ଭୋଇ। ଭଦ୍ରକ ଜିଲ୍ଲା ନାଲୁଗୁଣ୍ଡା ପଞ୍ଚାୟତ ଇଟୁଆ ଗାଁର ଦିଲ୍ଲୀପ ତାଙ୍କ ଜେସିବିକୁ କୋଇଲା ମାଫିଆ ପୋଡ଼ି ଦେଇଥିବା ନେଇ ସେ ଵାଂଶଡା ଥାନାରେ ଅଭିଯୋଗ କରିଛନ୍ତି।

Show More

Related Articles

Back to top button