Breaking PLUSଓଡ଼ିଶାମୁଖ୍ୟ ଖବର
ମିନି ବସ ଓଲଟି, 2 ପୋଲିଂ କର୍ମଚାରୀ ଆହତ

ଦିଗପହଣ୍ଡି- ଚିକିଟି ବ୍ଲକ ପିତାବଳି ନିକଟରେ ଭାରସାମ୍ୟ ହରାଇ ଏକ ମିନି ବସ ଓଲଟି ପଡ଼ିଥିବା ସୂଚନା ମିଳିଛି। ବସଟି ଓଲଟି ପଡ଼ିବା ଦ୍ବାର ୨ଜଣ ପୋଲି କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ନିର୍ବାଚନ ଡ୍ୟୁଟି ପୋଲିଂ ପାର୍ଟି ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।