Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

କଡା ସୁରକ୍ଷାବଳୟ ଭିତରେ ଭୋଟ ଦେଉଛି ମିଜୋରାମ

ଆଇଜୋଲ, 7 ନଭେମ୍ବର – କଡା ସୁରକ୍ଷା ବଳୟ ଭିତରେ ଭୋଟ ଦେଉଛି ମିଜୋରାମ । ଆଜି ସକାଳ 8ଟାରୁ ମିଜୋରାମର 40ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ମିଜୋରାମର ସମସ୍ତ 40ଟି ସିଟ୍ ପାଇଁ ଜାରି ରହିଛି ମତଦାନ । 40ଟି ସିଟରେ ପ୍ରାୟ 174ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ମିଜୋରାମ ବିଧାନସଭା ନିର୍ବାଚନରେ 8.57ଲକ୍ଷରୁ ଅଧିକ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ରାଜ୍ୟରେ 1276ଟି କେନ୍ଦ୍ରରେ ଜାରି ରହିଛି ଭୋଟଗ୍ରହଣ । ଅପରାହ୍ନ 4ଟା ଯାଏ ଭୋଟ ଗ୍ରହଣ କରାଯିବ ।

Show More

Related Articles

Back to top button