Breaking PLUSଓଡ଼ିଶାମୁଖ୍ୟ ଖବର
ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ

ଭୁବନେଶ୍ୱର : ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ । ଏନେଇ ମଙ୍ଗଳବାର ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ଆଉ ୨ ଦିନ ମଧ୍ୟରେ ମାଟ୍ରିକ୍ ଖାତା ଦେଖା ଶେଷ ହେବ । ଏଆଇ ଏବଂ କ୍ୟୁଆର୍ କୋର୍ଡ ଦ୍ୱାରା ପରୀକ୍ଷା ପରିଚାଳନା ସଫଳ ହୋଇଛି। ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ନେଇ କୌଣସି ସସମ୍ୟା ହେବ ନାହିଁ । ଗ୍ରେସ୍ ମାର୍କ ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।