Breaking PLUSଦେଶ ବିଦେଶମୁଖ୍ୟ ଖବର

ଇରାକରେ ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, 14 ମୃତ

ବାଗଦାଦ, 9 ଡିସେମ୍ବର – ଇରାକରେ ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ହୋଇଛି ।
ନିଆଁ ଲାଗିବା ଯୋଗୁ 14ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ରାତିରେ କୁର୍ଦିସ୍ଥାନର ଏରବିଲ ନିକଟ ସୋରନ ସହରରେ ଏଭଳି ଅଘଟଣ ଘଟିଛି । ନିଆଁ ଲାଗିବା ଯୋଗୁ 18ଜଣଙ୍କର ମୃତ୍ୟୁ ହୋଇଛି । ବିଲ୍ଡିଂରେ ସର୍ବପ୍ରଥମେ ତୃତୀୟ ମହଲା ଓ ଚତୁର୍ଥ ମହଲାରେ ନିଆଁ ଲାଗିଥିଲା । ଏଠାରେ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଶିକ୍ଷକ ରହିଥାନ୍ତି । ନିଆଁ ଲାଗିବା ପରେ ପାଞ୍ଚ ମହଲା ବିଶିଷ୍ଟ ଏହି ବିଲ୍ଡିଂର ସମସ୍ତ ମହଲାକୁ ନିଆଁ ବ୍ୟାପିଯାଇଥିଲା । ସଟସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Show More

Related Articles

Back to top button