Breaking PLUSଦେଶ ବିଦେଶମୁଖ୍ୟ ଖବର

ଜାପାନ ଏୟାରଲାଇନ୍ସ ବିମାନରେ ଅଗ୍ନିକାଣ୍ଡ

ଜାପାନ ଏୟାରଲାଇନ୍ସ ବିମାନରେ ଅଗ୍ନିକାଣ୍ଡ ହୋଇଛି । ହନିଡ଼ା ଏୟାରପୋର୍ଟରୁ ଉଡ଼ାଣ ବେଳେ ଲାଗିଲା ନିଆଁ । ବିମାନରେ ୩୭୯ ଜଣ ପାସେଞ୍ଜର ଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀଙ୍କ ସହ କ୍ରିଉ ମେମ୍ବର ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ।

Show More

Related Articles

Back to top button