Breaking PLUSଓଡ଼ିଶାମୁଖ୍ୟ ଖବର

କମ୍ବିଂ ବେଳେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର ଠାବ

ମାଲକାନଗିରି: କମ୍ବିଂ ବେଳେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର ଠାବ ହୋଇଛି । CRPF କୋବ୍ରା ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି । ଆଖି ପରୀକ୍ଷା ମେସିନ, ହଟ ୱାଟର ବ୍ୟାଗ୍‌ ସହ ବିପୁଳ ମେଡିସିନ୍‌ ଜବତ ହୋଇଛି । ସୀମାନ୍ତ ଛତିଶଗଡ଼ର ଚିନ୍ତଲନାର ଜଙ୍ଗଲରେ ଚାଲିଥିଲା ସ୍ବାସ୍ଥ୍ୟ ଶିବିର ।

Show More

Related Articles

Back to top button