Breaking PLUSଓଡ଼ିଶାମୁଖ୍ୟ ଖବର
ଜଙ୍ଗଲରେ କ୍ୟାମ୍ପ ଠାବ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ବଲାଙ୍ଗୀର: ଜଙ୍ଗଲରେ କ୍ୟାମ୍ପ ଠାବ, ଛତ୍ରଭଙ୍ଗ ଦେଲେ ମାଓବାଦୀ । ଖପ୍ରାଖୋଲ ଓ ତୁରେକେଲା ଥାନା ଅଞ୍ଚଳରେ ମାଓ କ୍ୟାମ୍ପ ଠାବ ହୋଇଛି । ଗନ୍ଧମାର୍ଦ୍ଦନ ପାହାଡ଼ ଓ ଛତରଦାଣ୍ଡି ଜଙ୍ଗଲରେ ସର୍ଚ୍ଚ ବେଳେ ଠାବ ।ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି ।