Breaking PLUSମୁଖ୍ୟ ଖବର

30ରେ ମନୀଷ ସିସୋଦିଆଙ୍କ ରାୟ

ନୂଆଦିଲ୍ଲୀ- ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନିୟମିତ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଅର୍ଥ ଠକେଇ ମାମଲାରେ ମନୀଷ ସିସୋଦିଆଙ୍କୁ ଗତବର୍ଷ ଗିରଫ କରାଯାଇଥିଲା। ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି କାବେରୀ ବାଭେଜା କହିଛନ୍ତି ଯେ ଏହି ଆବେଦନ ଉପରେ ଏପ୍ରିଲ ୩୦ରେ ରାୟ ପ୍ରକାଶ ପାଇବ।

Show More

Related Articles

Back to top button