Breaking PLUSଓଡ଼ିଶାମୁଖ୍ୟ ଖବର
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପାଟକୁରା ଥାନା ବରହମପୁର ଗାଁରେ ମୃତଦେହ ଠାବ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଆରମ୍ଭ । ମୃତକ ଗରଦପୁର ତହସିଲରେ ଷ୍ଟାମ୍ପ୍ ଭେଣ୍ଡର୍ ଥିଲେ ।