Breaking PLUSଦେଶମୁଖ୍ୟ ଖବର

ଫାଇନାଲ୍‌ରେ ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆକୁ ପଶିଲେ ଜଣେ ବ୍ୟକ୍ତି

ଅହମଦାବାଦ- ସୁରକ୍ଷା ବଳୟ ଭାଙ୍ଗିଲେ ଯୁବକ । ଫାଇନାଲ୍‌ରେ ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆକୁ ପଶିଲେ ଜଣେ ବ୍ୟକ୍ତି । ପାଲେଷ୍ଟାଇନ ପତାକା ଧରି କୋହଲିଙ୍କ କାନ୍ଧରେ ହାତ ପକାଇଲେ । ପାଲେଷ୍ଟାଇନ ପତାକା ଧରି କୋହଲିଙ୍କ କାନ୍ଧରେ ହାତ ପକାଇଲେ । ସୁରକ୍ଷାକର୍ମୀ ପଡ଼ିଆକୁ ଯାଇ ଯୁବକକୁ କାବୁ କରିଥିବା ଜଣାପଡିଛି ।

Show More

Related Articles

Back to top button