Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ମମିତା ମେହେର ହତ୍ୟା ମାମଲା : ଗୋବିନ୍ଦ ସାହୁକୁ ୨ ସପ୍ତାହ ପାଇଁ ଅନ୍ତରୀଣ ଜାମିନ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୨ ସପ୍ତାହ ପାଇଁ ଅନ୍ତରୀଣ ଜାମିନ । ଗୋବିନ୍ଦ ସାହୁକୁ ୨ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ପୁଅ ଓ ସ୍ତ୍ରୀର ଅସୁସ୍ଥତା ପାଇଁ ହାଇକୋର୍ଟ ଦେଲେ ଅନ୍ତରୀଣ ଜାମିନ । କଳାହାଣ୍ଡିର ମମିତା ମେହେର ହତ୍ୟା ମାମଲା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏଥିପାଇଁ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଥିଲା । କାରଣ ଏହି ହତ୍ୟା ମାମଲାରେ ବିଜେଡି ନେତା ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ ବିରୋଧୀ । ଯାହାକୁ ନେଇ ଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳିଥିଲା ।

Show More

Related Articles

Back to top button