Breaking PLUSଓଡ଼ିଶାମୁଖ୍ୟ ଖବର

ଯବାନଙ୍କ ଗୁଳିରେ ଜଣେ ନକ୍ସଲ ମୃତ

ଭୁବନେଶ୍ୱର- ଯବାନଙ୍କ ଗୁଳିରେ ଜଣେ ନକ୍ସଲ ମୃତ ମାଲକାନଗିରି (ଛତିଶଗଡ଼ ସୀମାନ୍ତ ଅଞ୍ଚଳ)ରେ ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଯବାନଙ୍କ ଗୁଳିରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ଘଟଣାସ୍ଥଳରେ ଅପରେସନ ଜାରି ରହିଛି।

Show More

Related Articles

Back to top button