Breaking PLUSଖେଳସ୍ୱତନ୍ତ୍ର

୪୧ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନୀ

ଲଣ୍ଡନ: ୪୧ ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କୁ ଚାରିଆଡୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ତେବେ ଚଳିତ ବର୍ଷ ଇଂଲଣ୍ଡରେ ଜନ୍ମଦିନ ପାଳନ କରିଛନ୍ତି ଧୋନୀ । ପତ୍ନୀ ସାକ୍ଷୀ ଧୋନୀଙ୍କ ସହ ଟିମ୍ ଇଣ୍ଡିଆର ଷ୍ଟାର ଓ୍ୱିକେଟ କିପର ଋଷଭ ପନ୍ତ ଓ ଅନ୍ୟ ବନ୍ଧୁଗଣଙ୍କ ଉପସ୍ଥିତିରେ ରହି କେକ୍ କାଟିଥିଲେ ।

Show More

Related Articles

Back to top button