Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତିରେ ବନ୍ଦ ରହିବ ମା କାଳିଜାଇଙ୍କ ଦର୍ଶନ, ଲାଗିବ ୧୪୪ଧାରା

୧୪ରେ ମା କାଳିଜାଇ ପିଠରେ ଲାଗିବ ୧୪୪ଧାରା। ଭକ୍ତ ଏବଂ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା। ୧୪ତାରିଖରେ ମକର ସଂକ୍ରାନ୍ତିରେ ବନ୍ଦ ହେବ ସାଧାରଣ ଦର୍ଶନ। ବାଲୁଙ୍ଗା ଓ କୃଷ୍ଣପ୍ରସାଦ ଅଞ୍ଚଳରୁ କାଳିଜାଇ ପିଠକୁ ଡଙ୍ଗା ଚଳାଚଳ ଏନେଇ ଠପ୍ ହବ।

୧୪ରେ ମା କାଳିଜାଇ ପିଠରେ ଲାଗିବ ୧୪୪ଧାରା। ଭକ୍ତ ଏବଂ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା। ୧୪ତାରିଖରେ ମକର ସଂକ୍ରାନ୍ତିରେ ବନ୍ଦ ହେବ ସାଧାରଣ ଦର୍ଶନ। ବାଲୁଙ୍ଗା ଓ କୃଷ୍ଣପ୍ରସାଦ ଅଞ୍ଚଳରୁ କାଳିଜାଇ ପିଠକୁ ଡଙ୍ଗା ଚଳାଚଳ ଏନେଇ ଠପ୍ ହବ।

ଏନେଇ ସୂଚନା ଦେଇଛିନ୍ତି ପୁରୀ ଜିଲ୍ଲା ପ୍ରଶାସନ। ମକର ସଂକ୍ରାନ୍ତିରେ ଦେଶ ବିଦେଶର ହଜାର ହଜାର ଶ୍ରଧାଳୁଙ୍କ ସମାଗମକୁ ଦୃଷ୍ଠିରେ ରଖି ଏଭଳି ନିଷ୍ପତି ନେଇଛି ପ୍ରଶାସନ।

କେବଳ ମନ୍ଦିର ପୂଜକ ଏବଂ ସୁରକ୍ଷା କର୍ମୀଙ୍କୁ ଛାଡି ଆଉ କୈାଣସି ବ୍ୟକ୍ତିଙ୍କୁ ପ୍ରବେଷ ଉପରେ କଟକଣା କରାଯାଇଛି। ପୂର୍ବପରି ସ୍ବଭାବିକ ଭାବରେ ଚାଲିବ ନିତିକାନ୍ତି। ୧୪ତାରିଖ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଳବତର ରହିବ ୧୪୪ ଧାରା।

ଏନେଇ କୃଷ୍ଣପ୍ରସାଦ ଥାନା ଓ ବାଲୁଙ୍ଗା ଥାନାକୁ ନିଦେର୍ଶ ଦେଇଛି ପୁରୀ ଜିଲ୍ଲାପ୍ରସାଶନ। ନିମୟ ଖିଲାପ କଲେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି। କରୋନା ସଂକ୍ରମଣ ଦୃଷ୍ଠିରେ ରଖି ଏଭଳି ନିଷ୍ପତି ନିଆଯାଇଛି।

Show More

Related Articles

Back to top button