Breaking PLUSଓଡ଼ିଶାମୁଖ୍ୟ ଖବର
ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ଦେଶୀ ମଦ ପ୍ରସ୍ତୁତ

ଭୁବନେଶ୍ୱର: ଦାରୁଠେଙ୍ଗ ଜଙ୍ଗଲରେ ଦେଶୀ ମଦ ଫ୍ୟାକ୍ଟ୍ରି ଠାବ ହୋଇଛି । ପ୍ରାୟ ୧୯ ଲକ୍ଷ ଟଙ୍କାର ଦେଶୀ ମଦ ଜବତ ସହ ୪ ଗିରଫ । ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ ।