Breaking PLUSଓଡ଼ିଶାମୁଖ୍ୟ ଖବର

ପୁଂଜିଲାଲଙ୍କୁ ଆଜୀବନ କାରାଦଣ୍ଡ

ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଛି ଚୂଡାନ୍ତ ରାୟ । ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ପାଟଣାଗଡ ଏଡିଜେ କୋର୍ଟ । ଦୀର୍ଘ ବର୍ଷ ପରେ ମାମଲାରେ ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି । ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ୫୦ହଜାର ଟଙ୍କା ଜୋରମାନା ଦେବାକୁ ନିର୍ଦେଶ ଦେଇଛନ୍ତି । ଘଟଣାର ୭ବର୍ଷ ପରେ ଆସିଛି ଚୂଡାନ୍ତ ରାୟ । ଜୀବନ ଥିବା ପର୍ଯ୍ୟନ୍ତ ଜେଲରେ ରହିବେ ପୁଞ୍ଜିଲାଲ ମେହେର ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button