Breaking PLUSଓଡ଼ିଶାମୁଖ୍ୟ ଖବର
ସ୍ବାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ ସଜା

ବଲାଙ୍ଗିର: ସ୍ବାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ ସଜା । ଆଜୀବନ କାରାଦଣ୍ଡ ଶୁଣାଇଲେ ବଲାଙ୍ଗିର ଜିଲ୍ଲା ଜଜ୍ । ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା । ତୁଷୁରା ଥାନା ମହିପୁର ଗାଁରେ ସ୍ବାମୀକୁ ହତ୍ୟା କରିଥିଲା ସ୍ତ୍ରୀ । ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା ।