Breaking PLUSଓଡ଼ିଶାମୁଖ୍ୟ ଖବର

ମହାପ୍ରଭୁଙ୍କ ଦାରୁ ବିବାଦର ତଦନ୍ତ ହେବ- ଆଇନ ମନ୍ତ୍ରୀ

ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ ବୋଲି ସେ କହିଛନ୍ତି । ଦାରୁ କିପରି ସେଠାକୁ ଗଲା ତଦନ୍ତ ପରେ ସ୍ପଷ୍ଟ ହେବ । ଜଗନ୍ନାଥ ମନ୍ଦିର ନିର୍ମାଣ କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ଠାକୁରଙ୍କ ବଳକା କାଠ ସେଠାରେ ବ୍ୟବହାର କରିବା ଗ୍ରହଣୀୟ ନୁହେଁ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button