ଦେଶପାଣିପାଗସ୍ୱତନ୍ତ୍ର

ନେପାଳରେ ବଡଧରଣର ଭୂସ୍ଖଳନ,୧୩ଜଣଙ୍କର ମୃତ୍ୟୁ ଏବଂ ୧୦ନିଖୋଜ

ନେପାଳରେ ବଡଧରଣର ଭୂସ୍ଖଳନ । ପଶ୍ଚିମ ନେପାଳର ଆଛାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଦେଖିବାକୁ ମିଳିଛି । ଏହି ମର୍ମ୍ମନ୍ତୁଦ ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ନିଖୋଜ ଅଛନ୍ତି ଏବଂ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଡେପୁଟି ଚିଫ୍ ଜିଲ୍ଲା ଅଧିକାରୀ ଦୀପେଶ ରିଜାଲ ।

ଏଥି ସହିତ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button