Breaking PLUSଓଡ଼ିଶାମୁଖ୍ୟ ଖବର

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ଗୁରୁତର

ରଗଡ ଅତାବିରା ବ୍ଳକ ମନାପଡା ଗାଁର ତଲିପଡାଠାରେ ଅଘଟଣ।  ବିବାହ ଉତ୍ସବ ପାଇଁ ଟେଣ୍ଟ କାମ ଚାଲିଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି।  ମୃତକ ଜଣକ ସୁରେଶ ନାଏକ ବୋଲି ଜଣାପଡିଛି। ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅତାବିରା ମେଡିକାଲରେ ଭର୍ତ୍ତି କରାଯାଇଛି।

Show More

Related Articles

Back to top button