ଓଡ଼ିଶାସ୍ୱତନ୍ତ୍ର

ରାଜ୍ୟର ପ୍ରଥମ ସୋଲାର ସିଟି ହେବ କୋଣାର୍କ

ପୁଣି ରାଜ୍ୟବାସୀଙ୍କୁ ମିଳିଲା ଏକ ଖୁସି ଖବର । ରାଜ୍ୟର ପ୍ରଥମ ସୋଲାର ସିଟି ହେବାକୁ ଯାଉଛି କୋଣାର୍କ ।  ଆସନ୍ତା ୨୦୨୩ ମସିହା ଶେଷ ସୁଦ୍ଧା ଏହି ସୋଲାର ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ହେବ । ସୌରଶକ୍ତି ଦ୍ୱାରା ଆଲୋକିତ ହେବ କୋଣାର୍କ ସୂର୍ଯ୍ୟମନ୍ଦିର ସମେତ ସାରା ସହର । ଏଥିପାଇଁ ଜୁନାଗଡ଼ ତେନ୍ତୁଳିପଦାଠାରେ ୧୦ ମେଗାୱାଟ ବିଶିଷ୍ଟ ସୌର ପ୍ରକଳ୍ପ ସ୍ଥାପନ କରାଯିବ ।

କୋଣାର୍କ ସୂର୍ଯ୍ୟନଗରୀ ପ୍ରାଇଭେଟ ଲିମିଟେଡ କଲସୋର୍ଟିୟମ ପକ୍ଷରୁ ଏମଏନଆରଆଇରେ ସୌର ପ୍ରକଳ୍ପ ସ୍ଥାପନ ହେବ  ।

Show More

Related Articles

Back to top button