Breaking PLUSଦେଶମୁଖ୍ୟ ଖବର
କୋଲକାତା ଲଜ୍ଜା- ସିବିଆଇକୁ ଆଉ ସପ୍ତାହେ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ- କୋଲକାତା ଲଜ୍ଜାରେ ସିବିଆଇକୁ ଆଉ ସପ୍ତାହେ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ତଦନ୍ତ ପାଇଁ ଆଉ ସପ୍ତାହେ ସମୟ ଦେଲେ ସୁପ୍ରିମକୋର୍ଟ । ଆଉ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ହସ୍ପିଟାଲ ପରିସରରେ ମୁତୟନ CISFଙ୍କୁ ରହିବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୀଡ଼ିତାଙ୍କ ସମସ୍ତ ଫଟୋ ସୋସିଆଲ୍ ମିଡିଆରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।