Breaking PLUSଓଡ଼ିଶାମୁଖ୍ୟ ଖବର

କାଲିଠୁ ଖଣ୍ଡଗିରି ମେଳା

ଭୁବନେଶ୍ୱର: ଆସନ୍ତାକାଲି (ଶୁକ୍ରବାର) ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି ମେଳା । ନାମ, ସଂକୀର୍ତ୍ତନରେ କମ୍ପିବ ପୁରା ଖଣ୍ଡଗିରି ଅଞ୍ଚଳ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ପାହାଡର ପାଦଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌର୍ନ୍ଦ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଆଲୋକିକରଣ ସାଙ୍ଗକୁ ସୌର୍ନ୍ଦ୍ୟକରଣ ନେଇ ସମସ୍ତ ପ୍ରସ୍ତୁତି କରିଛି ବିଏମସି । ବାବାଙ୍କ ଆଖଡାରୁ ଦେବସଭା ସବୁଠି ଚଳଚଞ୍ଚଳ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ସାଧୁ ସନ୍ଥ ରାଜଧାନୀରେ ପହଂଚି ସାରିଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ସିସିଟିଭି ଓ ପାର୍କିଂ ଉପରେ ଗୁରୁତ୍ୱ ଦିଆଯାଇଛି ।

Show More

Related Articles

Back to top button