Breaking PLUSଦେଶମୁଖ୍ୟ ଖବର

ମୋଦିଙ୍କୁ ଖଡ୍‌ଗେ ଓ ରାହୁଲଙ୍କ ଚିଠି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟସଭା ଓ ଲୋକସଭା ବିରୋଧୀଦଳ ନେତାଙ୍କ ଚିଠି । ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ଉଭୟେ ଲେଖିଲେ ଚିଠି । ପହଲଗାମ ଆତଙ୍କୀ ଆକ୍ରମଣ ନେଇ ଆଲୋଚନା ଦାବି କଲେ । ଅପରେସନ୍‌ ସିନ୍ଦୂର, ଆମେରିକା ପକ୍ଷରୁ ପ୍ରଥମେ ଅସ୍ତ୍ରବିରତି କଥା ଉଲ୍ଲେଖ ରହିଛି ଚିଠିରେ । ପରେ ଭାରତ ଓ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଘୋଷଣା କଥା ଉଲ୍ଲେଖ ରହିଛି । ଏନେଇ ଆଲୋଚନା ନେଇ ସ୍ବତନ୍ତ୍ର ଅଧିବେଶନ ଡକାଯାଉ ଦାବି କଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button