Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବଢୁଛି ଶୀତ; କେନ୍ଦୁଝର ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ। ୧୦ ଡିଗ୍ରୀ ତଳେ ୨ ସହରର ତାପମାତ୍ରା ରେକର୍ଡ କରାଯାଇଛି। ୯.୪ ଡିଗ୍ରୀ ତାପମାତ୍ରା ସହ କେନ୍ଦୁଝର ସବୁଠାରୁ ଥଣ୍ଡା ସହର। ଦାରିଙ୍ଗବାଡି ରାତି ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। କଟକ ୧୪.୫,ଭୁବନେଶ୍ୱର ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି।

Show More

Related Articles

Back to top button