Breaking PLUSଓଡ଼ିଶାମୁଖ୍ୟ ଖବର

ବନ୍ଧୁକ ଦେଖାଇ, ଖଣ୍ଡାରେ ହାଣି ଲୁଟିଲେ ଦୁର୍ବୃତ୍ତ

କେନ୍ଦୁଝର: ବନ୍ଧୁକ ଦେଖାଇ, ଖଣ୍ଡାରେ ହାଣି ଲୁଟିଲେ ଦୁର୍ବୃତ୍ତ  । ଗୋରୁ ବେପାରୀଙ୍କ ଠାରୁ ସାଢ଼େ ୪ ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି । ତୁରୁମୁଙ୍ଗା ଥାନା ଡାବରଚୁଆରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ । ୨ଟି ପଲସର୍‌ରେ ୫ ଦୁର୍ବୃତ୍ତ ଆସି ବେପାରୀଙ୍କ ଠାରୁ ଲୁଟିଲେ ଟଙ୍କା । ବେପାର ସାରି ଘରକୁ ଫେରୁଥିବା ବେଳେ ଲୁଟ୍‌ର  ଶିକାର ।

Show More

Related Articles

Back to top button