Breaking PLUSଓଡ଼ିଶାମୁଖ୍ୟ ଖବର
ଜାତୀୟ ରାଜପଥ କଡ଼ ପୋଖରୀରେ ଭାସୁଛି ୨ ମୃତଦେହ

କଣ୍ଟାବାଞ୍ଜି- ଜାତୀୟ ରାଜପଥ କଡ଼ ପୋଖରୀରେ ଭାସୁଛି ୨ ମୃତଦେହ । ଏନ୍ଏଚ୍-୫୯ ଭୋଇପଡ଼ା ବୁଲାଣି ପାଖ ପୋଖରୀରେ ମୃତଦେହ ଭାସୁଛି । ଦୁର୍ଘଟଣା ପରେ ୨ ଯୁବକ ପୋଖରୀରେ ବୁଡ଼ି ମୃତ୍ୟୁ ସନ୍ଦେହ । ମୃତକଙ୍କ ପରିଚୟ ମିଳିନି, ଘଟଣାସ୍ଥଳରେ ମୁରିବାହାଲ ଥାନା ପୋଲିସ ।