Breaking PLUSଓଡ଼ିଶାମୁଖ୍ୟ ଖବର
ଲାଂଚ ନେବା ବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ
ଭୁବନେଶ୍ୱର/ଜୟପୁର – ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର କନିଷ୍ଠ ଯନ୍ତ୍ରୀ ଭାନୁମତୀ ଟୁଡୁ ଠିକାଦାରଙ୍କ ଠାରୁ ୫ ହଜାର ଟଙ୍କା ନେଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସମ୍ପୂର୍ଣ୍ଣ ଲାଂଚ ଟଙ୍କା ତାଙ୍କ ଠାରୁ ଜବତ ଓ ଉଦ୍ଧାର କରାଯାଇଛି । ଏହାପରେ ତାଙ୍କର ତିନୋଟି ଠିକଣାରେ ରେଡ୍ କରିଛି ଭିଜିଲାନ୍ସ ।