Breaking PLUSଓଡ଼ିଶାମୁଖ୍ୟ ଖବର

ଲାଂଚ ନେବା ବେଳେ ଧରାପଡିଲେ ଖଣ୍ଡଗିରି ସବ ରେଜିଷ୍ଟର ଅଫିସର କନିଷ୍ଠ କିରାଣୀ

ଭୁବନେଶ୍ୱର – ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ  । ଖଣ୍ଡଗିରି ସବ ରେଜିଷ୍ଟର ଅଫିସର ଜୁନିୟର କ୍ଲର୍କ ଦେବଯାନୀ କରଙ୍କୁ ମାଡିବସିଲା ଭିଜିଲାନ୍ସ  । ଜଣେ ବ୍ୟକ୍ତିଙ୍କ ଠାରୁ 20ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ  । ତାଙ୍କ ଠାରୁ ଲାଂଚ ଟଙ୍କା ଜବତ କରାଯାଇଛି । ଏବେ ଭୁବନେଶ୍ୱର ଅଫିସ ସମେତ ଦୁଇଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି । ଦେବଯାନୀଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ରଖି ପଚରାଉଚରା କରୁଛି ଭିଜିଲାନ୍ସ ।

Show More

Related Articles

Back to top button