Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର- ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନିଷ୍ଠ କିରାଣୀ। ବାଲେଶ୍ୱର ଜିଲା ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଏକକାଳୀନ ୬ଟି ସ୍ଥାନରେ ଚଢାଉ ହେଉଥିବା ସୂଚନା ମିଳିଛି। ଭିଜିଲାନ୍ସର ୬ଜଣିଆ ଟିମ୍‌‌ ପ୍ରଦୀପଙ୍କ ବାସଭବନ ସମେତ ପୈତୃକ ଘର, ନୀଳଗିରିରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି। କନିଷ୍ଠ କିରାଣୀଙ୍କ ନାଁରେ ଦୀର୍ଘ ଦିନ ଅଭିଯୋଗ ହେବା ପରେ ଭିଜିଲାନ୍ସ ଆଜି ଚଢାଉ କରିଛନ୍ତି।

Show More

Related Articles

Back to top button