Breaking PLUSଓଡ଼ିଶାମୁଖ୍ୟ ଖବର

ପଶ୍ଚିମବଙ୍ଗରେ ଅଛି ବାଘୁଣୀ ଜିନ୍ନତ

ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲାରେ ବନ ବିଭାଗ ଟିମ୍ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି। ଓଡିଶା ଏବଂ ପଶ୍ଚିମବଙ୍ଗ ବନ ବିଭାଗ ଟିମ୍ ଗତ ୨୦ ତାରିଖରୁ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିବାକୁ ଉଦ୍ୟମ ଜାରି ରଖିଥିଲେ। ତେବେ ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏଥିରେ ସଫଳତା ମିଳିଛି। ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତକୁ ଅଚେତ୍ ଅବସ୍ଥାରେ ଯନ୍ତା ପୁରାଇ ଆଲିପୁର ଚିଡିଆଖାନାକୁ ନିଆଯାଇଛି। ସେଠାରେ ତାର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ। ସ୍ଵାସ୍ଥ୍ୟବସ୍ଥା ଠିକ୍ ଥିଲେ ସମସ୍ତ ଆନ୍ତଃରାଜ୍ୟ ବନ୍ୟଜନ୍ତୁ ସ୍ଥାନାନ୍ତର ପ୍ରକ୍ରିୟା ସାରି ବାଘୁଣୀକୁ ପଶ୍ଚିମବଙ୍ଗରୁ ପୁଣି ଶିମିଳିପାଳକୁ ଅଣାଯିବ। ଏ ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୂଚନା ଦେଇଛନ୍ତି।

Show More

Related Articles

Back to top button