Breaking PLUSଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା

ଜେଇଇ ମେନ୍ ପରୀକ୍ଷାର ତାରିଖ ଘୋଷଣା

୨୦୨୨ ରେ ଦୁଇଥର ହେବ ଜେଇଇ ମେନ୍ ପରୀକ୍ଷା ଏବଂ ଦୁଇଟି ପର୍ଯ୍ୟାରେ ହେବ ।

୨୦୨୨ ରେ ଦୁଇଥର ହେବ ଜେଇଇ ମେନ୍ ପରୀକ୍ଷା ଏବଂ ଦୁଇଟି ପର୍ଯ୍ୟାରେ ହେବ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଜେଇଇ ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି । ଏପ୍ରିଲ ୧୬ ରୁ ୨୧ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାକୁ ଥିବା ବେଳେ ମେ ୨୪ରୁ ୨୯ ହେବ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ ।

ତେବେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ପାଇଁ ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।  ଏହି ସମୟ ମଧ୍ୟରେ ଆବଦେନ କରିପାରିବେ ଛାତ୍ରଛାତ୍ରୀ । ୨ଟି ସିଫ୍ଟରେ ହେବ ପରୀକ୍ଷା ।ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Show More

Related Articles

Back to top button