Breaking PLUSଓଡ଼ିଶାମୁଖ୍ୟ ଖବର

କାର୍‌ ଭିତରୁ JEଙ୍କ ମୃତଦେହ ଉଦ୍ଧାର

ବରଗଡ଼: କାର୍‌ ଭିତରୁ JEଙ୍କ ମୃତଦେହ ଉଦ୍ଧାର ହୋଇଛି । ବରପାଲି ବ୍ଲକ JE ଚନ୍ଦ୍ରଶେଖର ଝାରିଆଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହଳଦୀପାଲି ଛକ ନିକଟରେ କାର୍‌ରୁ ମିଳିଲା ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସର ଛାନଭିନ୍‌ ଜାରି ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button