Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ରାକ୍ଟର ଓଲଟି ଅଜା, ଆଈ ସହ ନାବାଳକ ନାତି ମୃତ

ଯାଜପୁର: ଟ୍ରାକ୍ଟର ଓଲଟି ଅଜା, ଆଈ ସହ ନାବାଳକ ନାତି ମୃତ । ବାଲିଚନ୍ଦ୍ରପୁର ଥାନା ବାହାଦୁର ନଗରରେ ଦୁର୍ଘଟଣା ଘଟିଚି । ଅଜା, ଆଈଙ୍କ ସହ ଘରକୁ ଫେରୁଥିବା ବେଳେ ଓଲଟିଲା ଟ୍ରାକ୍ଟର ।

Show More

Related Articles

Back to top button