Breaking PLUSଓଡ଼ିଶାମୁଖ୍ୟ ଖବର

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଜାମିନ

ଭୁବନେଶ୍ୱର- ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲା । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମିଳିଲା ଜାମିନ୍‌ । ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ୍‌ । ଲକ୍ଷ ଟଙ୍କାର ୨ ଜାମିନଦାର ବଦଳରେ ମିଳିଲା ଜାମିନ୍‌ । ଜାମିନ୍‌ରେ ଜଗବନ୍ଧୁ ନିଜର ପାସ୍‌ପୋର୍ଟ ଦାଖଲ ଲାଗି ସର୍ତ୍ତ ରହିଛି ।

Show More

Related Articles

Back to top button