Breaking PLUSଦେଶମୁଖ୍ୟ ଖବର

ସଫଳ ହେଲାନି ଇଓଏସ-୦୯ ସାଟେଲାଇଟ ଉତକ୍ଷେପଣ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ଵାରା ରବିବାର ସକାଳୁ ଆରମ୍ଭ ହୋଇଥିବା ସାଟେଲାଇଟ ଉତକ୍ଷେପଣ ମିଶନ ସଫଳ ହୋଇପାରି ନାହିଁ। ଇସ୍ରୋର ୧୦୧ତମ ମିଶନରେ ପିଏସଏଲଭି-ସି୬୧ ଯାନ ଦ୍ଵାରା ଇଓଏସ-୦୯ ସାଟେଲାଇଟକୁ ମହାକାଶରେ ଅବସ୍ଥାପିତ କରାଯିବାର ଥିଲା। ଏଥିପାଇଁ ରବିବାର ସକାଳ ୫ଟା ୫୯ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ସାଟେଲାଇଟ୍‌ ଉତକ୍ଷେପଣ ହୋଇଥିଲା। ମାତ୍ର ତାହା ସଫଳ ହୋଇପାରିଲା ନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

Show More

Related Articles

Back to top button