Breaking PLUSଓଡ଼ିଶାମୁଖ୍ୟ ଖବର

ଜାନୁଆରୀ ୨୦ରେ ଡ଼ଲଫିନ ଗଣନା

ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ଆସନ୍ତା (ଜାନୁଆରୀ) ୨୦ ତାରିଖରେ ଇରାଓ୍ବାଡ଼ି ଡ଼ଲଫିନ ଗଣନା କରାଯିବ। ଏଥ ନିମନ୍ତେ ଜାନୁଆରୀ ୧୯ରେ ବାଲୁଗାଁ ଏବଂ ସାତପଡ଼ା ଠାରେ ଦୁଇଟି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ଏଥରେ ପ୍ରାୟତଃ ୧୪୫ ଜଣ ବିଭାଗୀୟ କର୍ମଚାରୀ, ସେଛାସେବୀ ଏବଂ ଅଣସରକାରୀ ସଂସ୍ଥା ୧୮ ଗୋଟି ଦଳରେ ବିଭକ୍ତ ହୋଇ ସମଗ୍ର ଚିଲିକାରେ ଦୃଶ୍ୟମାନ ହେଉଥିବା ଇରାଓ୍ବାଡ଼ି ଡ଼ଲଫିନ ମାନଙ୍କ ଗଣନା କରିବେ। ଏଥିରେ ସହଯୋଗ କରିବା ନିମନ୍ତେ ସ୍ଥାନୀୟ ମତ୍ସ୍ୟଜୀବି ଓ ଡ଼ଙ୍ଗାଚାଳକ ସଙ୍ଘ ପ୍ରଭୃତିଙ୍କୁ ଅନୁରୋଧ କରାଯାଇଛି।

Show More

Related Articles

Back to top button